ADVERTISEMENT
Home ଜାତୀୟ ଇଣ୍ଡୋନେସିଆରେ ଘଟିଥିବା ଭୟଙ୍କର ଭୂମିକମ୍ପରେ ବର୍ତମାନ ସୁଦ୍ଧା ୨୫୨ ଜଣକ ପ୍ରାଣହାନି ଘଟିଥିବାବେଳେ ୩୭୭ ଜଣ...

ଇଣ୍ଡୋନେସିଆରେ ଘଟିଥିବା ଭୟଙ୍କର ଭୂମିକମ୍ପରେ ବର୍ତମାନ ସୁଦ୍ଧା ୨୫୨ ଜଣକ ପ୍ରାଣହାନି ଘଟିଥିବାବେଳେ ୩୭୭ ଜଣ ଆହତ ଅଛନ୍ତି ।

117
ADVERTISEMENT

ନୂଆଦିଲ୍ଲୀ,୨୩/୧୧(ଡି.ଏଚ ବ୍ୟୁରୋ):-ଇଣ୍ଡୋନେସିଆରେ ଘଟିଥିବା ଭୟଙ୍କର ଭୂମିକମ୍ପରେ ବର୍ତମାନ ସୁଦ୍ଧା ୨୫୨ ଜଣକ ପ୍ରାଣହାନି ଘଟିଥିବାବେଳେ ୩୭୭ ଜଣ ଆହତ ଅଛନ୍ତି । ଏବଂ ୩୧ ଜଣ ନିଖୋଜ ଥିବାବେଳେ ୭,୦୬୦ ଲୋକ ବାସହରା ହୋଇପଡି ଛନ୍ତି।

Advertisement