Wednesday, September 30, 2026
ADVERTISEMENT
Home ଆଞ୍ଚଳିକ ଆଜି ଓଡ଼ିଶା ବନ୍ଦ l

ଆଜି ଓଡ଼ିଶା ବନ୍ଦ l

3
ADVERTISEMENT

ଭୁବନେଶ୍ବର,୩୦।୦୯ (ଡ଼ି.ଏଚ ବ୍ୟୁରୋ):-ଆଜି ଓଡ଼ିଶା ବନ୍ଦ l ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ନବନିର୍ମାଣ ଯୁବ ଛାତ୍ର ସଙ୍ଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଓଡ଼ିଶା ବନ୍ଦ ରହିବ। ଏବଂ ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡ ସମ୍ମୁଖରେ ଆନ୍ଦୋଳନକାରୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଚକୋଲେଟ୍ ଦେଇ ବନ୍ଦ ପାଇଁ ଅନୁରୋଧ କରୁଛନ୍ତି ।

Advertisement