ଭୁବନେଶ୍ୱର,୦୩/୧୦(ଡ଼ି.ଏଚ ବ୍ୟୁରୋ):-ଖଣି ବ୍ୟବସାୟୀଙ୍କୁ ୬୦ ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ନକଲି ମହିଳା ଇଞ୍ଜିନିୟର ଓ ତାଙ୍କ ସ୍ବାମୀଙ୍କୁ ଗିରଫ କରି ଉଭୟଙ୍କ ନିକଟରୁ ଏକ ଦାମୀ କାର, ୫ ଦାମୀ ମୋବାଇଲ ଏବଂ କିଛି କାଗଜପତ୍ର ଜବତ କରିଛି। ସେମାନେ ହେଲେ ଏୟାରଫିଲ୍ମ ଥାନା ସୁନ୍ଦରପଦା ପ୍ରଜ୍ଞ ଏନକ୍ଳେଭରେ ରହୁଥିବା ଯାଜପୁର ଟାଉନ୍ ପାଟପୁରର ଦୀନେଶ ରଞ୍ଜନ ଦାଶ(୩୦) ଏବଂ ପତ୍ନୀ ବ୍ରହ୍ମପୁର ବଡ଼ବଜାରର ସସ୍ମିତା ସାମଲ(୩୦) ।


















