Saturday, October 24, 2026
ADVERTISEMENT
Home ଆଞ୍ଚଳିକ ବଙ୍ଗୋପସାଗରରେ ବାତ୍ୟା ରୂପ ନେଉଛି ଲଘୁଚାପ ।

ବଙ୍ଗୋପସାଗରରେ ବାତ୍ୟା ରୂପ ନେଉଛି ଲଘୁଚାପ ।

2
ADVERTISEMENT

ଭୁବନେଶ୍ୱର,୨୪।୧୦(ଡ଼ି.ଏଚ ବ୍ୟୁରୋ):-ବଙ୍ଗୋପସାଗରରେ ବାତ୍ୟା ରୂପ ନେଉଛି ଲଘୁଚାପ । ଆସନ୍ତା ୨୬ ତାରିଖ ବେଳକୁ ଆଣ୍ଡାମାନସାଗରରେ ବାତ୍ୟା ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାର ରୂପ ନେଇପାରେ।ଫଳରେ ଓଡ଼ିଶାକୁ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ସହ ପବନ ଭୟ ରହିଛି ବୋଲି ଭାରତୀୟ ପାଣିପାଗ ବିଜ୍ଞାନ ପକ୍ଷରୁ ବିଭାଗ ପୂର୍ବାନୁମାନ ହୋଇଛି l ଫଳରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ମୟୂରଭଞ୍ଜର କିଛି ଅଂଶ, ନୟାଗଡ଼ , ଗଞ୍ଜାମ ଓ ଗଜପତିରେ ‘ସତର୍କ’ ରହିବାକୁ କୁହାଯାଇଛି।

Advertisement