ଗୁଜୁରାଟର ଅହମଦାବାଦରେ ବିମାନ ଦୁର୍ଘଟଣାରେ ୨୬୫ଜଣଙ୍କ ମୃତ୍ୟୁ ଘଟିଛି।

126
ADVERTISEMENT

ନୂଆଦିଲ୍ଲୀ,୧୩/୬(ଡ଼ି.ଏଚ ବ୍ୟୁରୋ):-ଗୁଜୁରାଟର ଅହମଦାବାଦରେ ବିମାନ ଦୁର୍ଘଟଣାରେ ୨୬୫ଜଣଙ୍କ ମୃତ୍ୟୁ ଘଟିଛି। ନିକଟସ୍ଥ ସିଭିଲ ହସ୍ପିଟାଲ ହଷ୍ଟେଲ କୋଠାରେ ଧକ୍କା ଖାଇ ଏଥିରେ ୨୪୧ ବିମାନ ଯାତ୍ରୀ ଓ କର୍ମଚାରୀଙ୍କ ସମେତ ମୋଟ ୨୬୫ ଜଣଙ୍କ ମୃତ୍ୟୁ ଘଟିଛି। ଉକ୍ତ ବିମାନରେ ୧୬୯ ଭାରତୀୟ, ୫୩ଜଣ ବ୍ରିଟିଶ ନାଗରିକ, ୭ଜଣ ପର୍ତ୍ତୁଗୀଜ୍ ଓ ଜଣେ କାନାଡ଼ା ନାଗରିକଙ୍କୁ ମିଶାଇ ୨୩୦ ଯାତ୍ରୀ ଓ ୧୨ଜଣ ବିମାନ କର୍ମଚାରୀ ଥିଲେ।

Advertisement