Sunday, October 18, 2026
ADVERTISEMENT
Home ଆଞ୍ଚଳିକ ୨ ମୁଣ୍ଡିଆ ଶିଶୁର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ।

୨ ମୁଣ୍ଡିଆ ଶିଶୁର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ।

1
ADVERTISEMENT

ବ୍ରହ୍ମପୁର,୧୮/୧୦(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ ୧୧ ତାରିଖରେ ଜନ୍ମ ନେଇଥିବା ୨ ମୁଣ୍ଡିଆ ଶିଶୁର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ଶିଶୁ ବିଭାଗର ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ସତ୍ତ୍ବେ ମଳଦ୍ବାର ବିହୀନ ଏହି ଶିଶୁଟି ସପ୍ତାହ ଭିତରେ ଆଖି ବୁଜି ଦେଇଛି।

Advertisement