Tuesday, September 29, 2026
ADVERTISEMENT
Home ଆଞ୍ଚଳିକ ମହାନଦୀରେ ଆସୁଛି ବନ୍ୟା।

ମହାନଦୀରେ ଆସୁଛି ବନ୍ୟା।

1
ADVERTISEMENT

ଭୁବନେଶ୍ୱର,୨୯।୦୯(ଡ଼ି.ଏଚ ବ୍ୟୁରୋ):-ମହାନଦୀରେ ଆସୁଛି ବନ୍ୟା। ମହାନଦୀର ଶାଖା ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, କାଠଯୋଡ଼ି, କୁଆଖାଇ, ଦେବୀ, କୁଶଭଦ୍ରା, ଦୟା, ଭାର୍ଗବୀ, ରାଜୁଆ ଓ ମକରା ନଦୀରେ ଜଳସ୍ତର ବୃଦ୍ଧି ପାଇବା ଆରମ୍ଭ ହୋଇଛି। ଏବଂ ମହାନଦୀରେ ବନ୍ୟା ଯୋଗୁଁ କଟକ, ଖୋରଧା, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲାର ତଳିଆ ଅଞ୍ଚଳରେ ବନ୍ୟା ଯୋଗୁଁ ଜଳବନ୍ଦୀ ସମସ୍ୟାର ସମ୍ଭାବନା ଦେଖାଦେଇଛି।

Advertisement