Saturday, November 21, 2026
ADVERTISEMENT
Home ଆଞ୍ଚଳିକ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୩ ଜଣ ଡାକ୍ତର ନିଲମ୍ବିତ...

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୩ ଜଣ ଡାକ୍ତର ନିଲମ୍ବିତ ।

2
ADVERTISEMENT

ଭୁବନେଶ୍ୱର,୨୧।୧୦(ଡ଼ି.ଏଚ ବ୍ୟୁରୋ):-ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୩ ଜଣ ଡାକ୍ତର ନିଲମ୍ବିତ । ସେମାନେ ବାତ୍ୟା ବେଳେ ଛୁଟିରେ ଥିଲେ l ନିଲମ୍ବିତ ହୋଇଥିବା ଡାକ୍ତରମାନେ ହେଲେ ଖୋର୍ଦ୍ଧାଜିଲ୍ଲା ସିଏଚ୍ସି ଗମ୍ଭାରୀମୁଣ୍ଡା ମେଡିକାଲ ଅଫିସର ଡା ପ୍ରଭାକର ବେହେରା, ଗଞ୍ଜାମ ଜିଲ୍ଲା ଗାଜଲବାଡ଼ି ପିଏଚ୍ସିର ମେଡିକାଲ୍ ଅଫିସର ଡା. ତମନ୍ନା ପ୍ରିୟଦର୍ଶିନୀ ଏବଂ ଗଞ୍ଜାମ ଜିଲ୍ଲା ଆସିକା ଏସ୍ଡିଏଚ୍ର ମେଡିକାଲ୍ ଅଫିସର ଡା ସୁପ୍ରକାଶ ଦାସ।

Advertisement