ଭୁବନେଶ୍ୱର,୨୧।୧୦(ଡ଼ି.ଏଚ ବ୍ୟୁରୋ):-ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ଅନୁଗୋଳ ଜିଲ୍ଲା ସତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର ବରିଷ୍ଠ ସହାୟକ ଅଜୟ କୁମାର ନାଏକ l ସେ ଜାଲ୍ ବିଲ୍ ପ୍ରସ୍ତୁତ କରି HRMS ପୋର୍ଟାଲ ଜରିଆରେ ୧ କୋଟି ୨୩ ଲକ୍ଷ ୫୨ ହଜାର ୫୪୭ ଟଙ୍କା ହଡ଼ପ୍ କରିଥିବା ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା l
















