Monday, September 21, 2026
ADVERTISEMENT
Home ଜାତୀୟ ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ପୁଣି ଧର୍ମଘଟ ଡାକରା l

ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ପୁଣି ଧର୍ମଘଟ ଡାକରା l

2
ADVERTISEMENT

ନୂଆଦିଲ୍ଲୀ,୨୧/୦୯(ଡ଼ି.ଏଚ ବ୍ୟୁରୋ):- ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ପୁଣି ଧର୍ମଘଟ ଡାକରା l ଆସନ୍ତା ସେପ୍ଟେମ୍ବର ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ କ୍ରମାଗତ ୫ଦିନ ଧରି ବ୍ୟାଙ୍କ ବନ୍ଦ ରହିବ। ସେପ୍ଟେମ୍ବର ୨୬ ଶେଷ ଶନିବାର ଓ ୨୭ ରବିବାର ଏହି ସାପ୍ତାହିକ ଛୁଟି ପରେ ସେପ୍ଟେମ୍ବର ୨୮, ୨୯ ଓ ୩୦ ଧର୍ମଘଟ ଡାକରା ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ। ଫଳରେ ବ୍ୟାଙ୍କ ସେବା କ୍ରମାଗତ ୫ଦିନ ଧରି ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।

Advertisement