Monday, September 7, 2026
ADVERTISEMENT
Home ଜାତୀୟ ଦକ୍ଷିଣ ପଶ୍ଚିମ ଦିଲ୍ଲୀର ସତ୍ୟନିକେତନ ଅଂଚଳରେ ୫ମହଲା କୋଠା ଭୁଶୁଡି ୫ଜଣକର ମୃତ୍ୟୁ ।

ଦକ୍ଷିଣ ପଶ୍ଚିମ ଦିଲ୍ଲୀର ସତ୍ୟନିକେତନ ଅଂଚଳରେ ୫ମହଲା କୋଠା ଭୁଶୁଡି ୫ଜଣକର ମୃତ୍ୟୁ ।

5
ADVERTISEMENT

ନୂଆଦିଲ୍ଲୀ,୦୭।୦୯(ଡ଼ି.ଏଚ ବ୍ୟୁରୋ):-ଦକ୍ଷିଣ ପଶ୍ଚିମ ଦିଲ୍ଲୀର ସତ୍ୟନିକେତନ ଅଂଚଳରେ ୫ ମହଲା କୋଠା ଭୁଶୁଡି ୫ଜଣକର ମୃତ୍ୟୁ । ଏବଂ କୋଠାର ଭଗ୍ନାବଶେଷ ତଳେ ଆହୁରି ଅନେକ ଚାପି ହୋଇ ରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ଏହି ବିପଦ ସଂକୁଳ କୋଠାରେ ରହୁଥିବା ଅନ୍ତେବାସୀଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ପେଇଂ ଗେଷ୍ଟ ଭାବେ ରହି ପାଠ ପଢୁଥିଲେ ।

Advertisement