Tuesday, October 13, 2026
ADVERTISEMENT
Home ଜାତୀୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟର ରାଜ୍ୟପାଳଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟର ରାଜ୍ୟପାଳଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ।

3
ADVERTISEMENT

ନୂଆଦିଲ୍ଲୀ,୧୩।୧୦(ଡ଼ି.ଏଚ ବ୍ୟୁରୋ):- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟର ରାଜ୍ୟପାଳଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି । ଓଡ଼ିଶାର ପୂର୍ବତନ ଏମପି ବ୍ରଜ ମୋହନ ରାମ ,ତାମିଲନାଡ଼ୁର ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, କେରଳମ୍ ର ଓମ୍ ପ୍ରକାଶ ମାଥୁର , କର୍ଣ୍ଣାଟକର ସୁଧା ଯାଦବଙ୍କୁ, ଉତ୍ତରାଖଣ୍ଡର ଧଲ ସିଂହ ବିଶେନ ଏବଂ ସିକିମ୍ ର ରାଜ୍ୟପାଳ ଭାବେ ଦୁଶ୍ୟନ ଗୌତମଙ୍କୁ ନିଯୁକ୍ତି ଦିଆଯାଇଛି ।

Advertisement