Saturday, November 14, 2026
ADVERTISEMENT
Home ଜାତୀୟ ଟ୍ରକକୁ ମିନିବସ୍ ଧକ୍କା ଦେବା ଫଳରେ ମୃତ୍ୟୁସଂଖ୍ୟା ୨୪ରେ ପହଂଚିଛି ।

ଟ୍ରକକୁ ମିନିବସ୍ ଧକ୍କା ଦେବା ଫଳରେ ମୃତ୍ୟୁସଂଖ୍ୟା ୨୪ରେ ପହଂଚିଛି ।

3
ADVERTISEMENT

ନୂଆଦିଲ୍ଲୀ,୧୪।୧୧(ଡ଼ି.ଏଚ ବ୍ୟୁରୋ):-ଆସାମ କାଜିରଙ୍ଗା ନ୍ୟାସନାଲ ପାର୍କ ନିକଟରେ ଟ୍ରକ କୁ ମିନିବସ୍ ଧକ୍କା ଦେବା ଫଳରେ ମୃତ୍ୟୁସଂଖ୍ୟା ୨୪ରେ ପହଂଚିଛି । ମୃତକଙ୍କ ମଧ୍ୟରେ ଅନେକ ଛାତ୍ର ଥିବାବେଳେ ମିନିବସ୍ ରେ ଡ୍ରାଇଭର ଓ ହେଲପର ଥିବା ସୂଚନା । ଏବଂ ମିନିବସ୍ ଡ୍ରାଇଭରଙ୍କ ବେପରୱା ଗାଡ଼ି ଚାଳନା ହିଁ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ।

Advertisement