ମୟୁରଭଞ୍ଜ,୧୨।୧୧(ଡ଼ି.ଏଚ ବ୍ୟୁରୋ):-ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ବଡ଼ ଗୁଡ଼ୁଗୁଡ଼ିଆ ଗ୍ରାମରେ ବଡ଼ ଭାଇ ଓ ଭାଉଜଙ୍କୁ କରାଢ଼ିରେ ହାଣିଲା ସାନ ଭାଇ। ଏଥିରେ ବଡ଼ ଭାଇ ଗୋବର୍ଦ୍ଧନ ମହାକୁଡ଼ ଓ ଭାଉଜ ମଞ୍ଜୁଲତା ମହାକୁଡ଼ ଗୁରୁତର ହୋଇ ଉଦଳା ଡାକ୍ତରଖାନାରେ ଭର୍ତ୍ତି ଥିବାବେଳେ ସାନଭାଇ କାଳିଆ ମହାକୁଡ଼ ଘଟଣାସ୍ଥଳରୁ ଫେରାର । ଏବଂ କପ୍ତିପଦା ଥାନା ପୋଲିସର ତଦନ୍ତ ଜାରି ।


















