କୋରାପୁଟ,୧୧।୧୧(ଡ଼ି.ଏଚ ବ୍ୟୁରୋ):-କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଏଚ୍ପି ପେଟ୍ରୋଲ ପମ୍ପ ନିକଟରେ କାର୍ ଧକ୍କା ରେ ଦମ୍ପତିଙ୍କ ମୃତ୍ୟୁ । ଏବଂ ଦୁର୍ଘଟଣା ଘଟାଇ କାର୍ଟି ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ନନ୍ଦପୁର, ଲମତାପୁଟ ଓ ମାଛକୁଣ୍ଡ ପୋଲିସ କାର୍ ସହ ଚାଳକ ଓ ସହଯାତ୍ରୀଙ୍କୁ ଗିରଫ କରିଛି। ମୃତ ଦମ୍ପତି ହେଲେ ବନୁର ପଞ୍ଚାୟତ କୁମ୍ବିଗୁଡ଼ା ଗ୍ରାମର ପର୍ଶୁ ହନ୍ତାଳ ଜେମା ପାଙ୍ଗି ।


















