Wednesday, November 11, 2026
ADVERTISEMENT
Home ଆଞ୍ଚଳିକ ଭଡ଼ାଘରୁ ଜଣେ ଯୁବତୀଙ୍କ ମୃତଦେହ ଠାବ l

ଭଡ଼ାଘରୁ ଜଣେ ଯୁବତୀଙ୍କ ମୃତଦେହ ଠାବ l

2
ADVERTISEMENT

ସୁନ୍ଦରଗଡ଼,୧୧।୧୧(ଡ଼ି.ଏଚ ବ୍ୟୁରୋ):-ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ଡେଙ୍ଗିବାଡ଼ି ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯୁବତୀଙ୍କ ମୃତଦେହ ଠାବ ହୋଇଛି l ମୃତ ଯୁବତୀ ଝାରସୁଗୁଡ଼ା ଜିଲ୍ଲା କଣ୍ଟାପାଲି ଅଞ୍ଚଳର ପୁଷ୍ପା ଖଡ଼ିଆ ହୋଇଥିବାବେଳେ ସେ ଜଣେ ଯୁବକଙ୍କ ସହ ରହୁଥିଲେ। ସେପଟେ ଯୁବତୀଙ୍କ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି।

Advertisement