Thursday, November 12, 2026
ADVERTISEMENT
Home ଜିଲ୍ଲା ଅନୁଗୁଳ ମହିଳା ହୋମଗାର୍ଡଙ୍କୁ ଦୁର୍ବ୍ୟବହାର କରି ଥାନା ଏଏସ୍ଆଇ ନିଲମ୍ବିତ l

ମହିଳା ହୋମଗାର୍ଡଙ୍କୁ ଦୁର୍ବ୍ୟବହାର କରି ଥାନା ଏଏସ୍ଆଇ ନିଲମ୍ବିତ l

2
ADVERTISEMENT

ଅନୁଗୁଳ,୧୨।୧୧(ଡ଼ି.ଏଚ ବ୍ୟୁରୋ):-ଅନୁଗୁଳ ଜିଲ୍ଲା କଣିହାଁ ଥାନାର ଏଏସ୍ଆଇ ଏନ୍. ରାଜେନ୍ଦ୍ର କୁମାର ମହିଳା ହୋମଗାର୍ଡଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି । ଉକ୍ତ ଘଟଣାର ତଦନ୍ତରୁ ଦୁର୍ବ୍ୟବହାର ନେଇ ପ୍ରମାଣ ମିଳିବା ପରେ ଅନୁଗୁଳ ଏସ୍ ପି ତାଙ୍କୁ ନିଲମ୍ବିତ କରିଛନ୍ତି

Advertisement