Friday, November 13, 2026
ADVERTISEMENT
Home ଆଞ୍ଚଳିକ ପୋଲିସ ଭ୍ୟାନ୍ ସହ ଟ୍ରଲର ମୁହାଁମୁହିଁ ଧକ୍କା,୨ଜଣ ପୁଲିସ କର୍ମଚାରୀ ମୃତ।

ପୋଲିସ ଭ୍ୟାନ୍ ସହ ଟ୍ରଲର ମୁହାଁମୁହିଁ ଧକ୍କା,୨ଜଣ ପୁଲିସ କର୍ମଚାରୀ ମୃତ।

1
ADVERTISEMENT

ବାସୁଦେବପୁର,୧୩।୧୧(ଡ଼ି.ଏଚ ବ୍ୟୁରୋ):-ଭଦ୍ରକ ଜିଲ୍ଲା ଧାମରା-ବାସୁଦେବପୁର ରାସ୍ତାର ବିରସ ଛକ ନିକଟରେ ପୋଲିସ ଭ୍ୟାନ୍ ସହ ଟ୍ରଲର ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୨ଜଣ ପୁଲିସ କର୍ମଚାରୀ ଅଜୟ ବାଗ ଏବଂ ହିମାଂଶୁ ରାୟଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ପୁଲିସ କର୍ମଚାରୀ ଏସଆଇ ଦିବ୍ୟରଞ୍ଜନ ସାହୁ, ଓ ପ୍ରଶାନ୍ତ ଜେନା ଆହତ ହୋଇ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି l ପୁରୀ ଅସ୍ତରଙ୍ଗ ଥାନାର ଏହି ପୁଲିସ ଗାଡ଼ି ନାୟକାଣିଡ଼ିହି ଥାନା ଅଞ୍ଚଳକୁ ତଦନ୍ତରେ ଆସିଥିଲ। ।

Advertisement