ପାଲଲହଡା,୧୩।୧୧(ଡ଼ି.ଏଚ ବ୍ୟୁରୋ):-ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକ ବାରକୋଟିଆ ଛକ ନିକଟରେ ଟ୍ରକ କୁ ପିଟିଲା ପିକଅପ ଗାଡି l ଘଟଣାସ୍ଥଳରେ ପିକଅପ ଗାଡି ହେଲପର୍ ଚାପି ହୋଇ ମୃତ୍ୟୁ ବରଣ କରିଥିବାବେଳେ ଡ୍ରାଇଭର ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ମୃତକ ହେଲପର୍ ହେଲେ କୁଞ୍ଜାମ ଗ୍ରାମର ସୌଭାଗ୍ୟ ସାହୁ । ଏବଂ ଖମାର ଥାନା ପୋଲିସ ର ତଦନ୍ତ ଜାରି ।

















