Thursday, October 1, 2026
ADVERTISEMENT
Home ଜାତୀୟ ଦିଲ୍ଲୀ ବିମାନବନ୍ଦରରୁ ଚୀନ୍ ନିର୍ମିତ ୧୦ଟି ସାମରିକ ଡ୍ରୋନ୍ ଜବତ ।

ଦିଲ୍ଲୀ ବିମାନବନ୍ଦରରୁ ଚୀନ୍ ନିର୍ମିତ ୧୦ଟି ସାମରିକ ଡ୍ରୋନ୍ ଜବତ ।

3
ADVERTISEMENT

ଦିଲ୍ଲୀ,୦୧/୧୦(ଡ଼ି.ଏଚ ବ୍ୟୁରୋ):-ଦିଲ୍ଲୀ ବିମାନବନ୍ଦରରୁ ତିନିଜଣ ଭାରତୀୟ ଯାତ୍ରୀଙ୍କଠାରୁ ୧.୦୩ କୋଟି ଟଙ୍କାର ଚୀନ୍ ନିର୍ମିତ ୧୦ଟି ସାମରିକ ଡ୍ରୋନ୍ ଜବତ କରାଯାଇଛି। ଏହି ତିନିଯାତ୍ରୀ ଗତ ୨୫ ତାରିଖରେ ହଂକଂରୁ ଭିଏତ୍ନାମ ଦେଇ ଟର୍ମିନାଲ୍-୩ରେ ପହଞ୍ଚି ଥିଲେ। ଗୁପ୍ତ ସୂଚନା ଆଧାରରେ ଗ୍ରୀନ୍ ଚ୍ୟାନେଲ୍ ଅତିକ୍ରମ କରୁଥିବା ସମୟରେ ସେମାନଙ୍କୁ ସୀମାଶୁଳ୍କ ଅଧିକାରୀ ଧରି ନେଇଥିଲl।

Advertisement