Tuesday, October 6, 2026
ADVERTISEMENT
Home ଆଞ୍ଚଳିକ କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ।

କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ।

3
ADVERTISEMENT

ଦିଗପହଣ୍ଡି,୦୬/୧୦(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ତପ୍ତପାଣି ଅଞ୍ଚଳରେ କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ। ତପ୍ତପାଣି ନିକଟସ୍ଥ ପାଳୁଖୁଳା ଗ୍ରାମ ନିକଟ ଜଙ୍ଗଲରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ଥିବାବେଳେ ମୃତକ ଦୁଇଜଣ ହେଲେ ପଦ୍ମନାଭପୁର ଗ୍ରାମର ପୂର୍ଣ୍ଣ ସେଠୀଙ୍କ ପୁଅ ଭଗବାନ ସେଠୀ ଏବଂପାଳସପୁର ଗ୍ରାମର ସନ୍ତୋଷୀ ସେଠୀ। ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ପ୍ରେମ ସମ୍ପର୍କ ଥିବା ସୂଚନା ।

Advertisement