Sunday, October 11, 2026
ADVERTISEMENT
Home ଜାତୀୟ ନେପାଳ-ତିବ୍ବତ ସୀମାନ୍ତ ରସୁୱା ଜିଲାର ଭୋଟେକୋଶୀ ନଦୀରେ ପ୍ରଳୟଙ୍କରୀ ବନ୍ୟା ।

ନେପାଳ-ତିବ୍ବତ ସୀମାନ୍ତ ରସୁୱା ଜିଲାର ଭୋଟେକୋଶୀ ନଦୀରେ ପ୍ରଳୟଙ୍କରୀ ବନ୍ୟା ।

13
ADVERTISEMENT

ନୂଆଦିଲ୍ଲୀ,(ଡ଼ି.ଏଚ ବ୍ୟୁରୋ):- ନେପାଳ-ତିବ୍ବତ ସୀମାନ୍ତ ରସୁୱା ଜିଲାର ଭୋଟେକୋଶୀ ନଦୀରେ ପ୍ରଳୟଙ୍କରୀ ବନ୍ୟା । ଏହି ପ୍ରଳୟଙ୍କରୀ ବନ୍ୟାରେ ବର୍ତମାନ ସୁଦ୍ଧା ୧୫୭ ଜଣକର ମୃତ୍ୟୁ ଘଟିଥିବାବେଳେ ୧୦୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ନିଖୋଜଙ୍କ ପତ୍ତା ମିଳୁ ନଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ଏବଂ ନିଖୋଜ ଲୋକଙ୍କ ମଧ୍ୟରେ ୧୩୩ ଜଣ ଭାରତୀୟ ଥିବା ଜଣାଯାଇଛି। ନିଖୋଜ ଥିବା ଭାରତୀୟଙ୍କ ମଧ୍ୟରୁ ଅଧିକାଂଶ କୈଳାସ ମାନସରୋବର ଯାତ୍ରା ପାଇଁ ଆସିଥିଲେ।

Advertisement