Saturday, October 10, 2026
ADVERTISEMENT
Home ଆଞ୍ଚଳିକ ଛିଡ଼ା ହୋଇଥିବା ଟ୍ରକ୍ ର ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ ।

ଛିଡ଼ା ହୋଇଥିବା ଟ୍ରକ୍ ର ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ ।

1
ADVERTISEMENT

ଢେଙ୍କାନାଳ,୧୦।୧୦(ଡ଼ି.ଏଚ ବ୍ୟୁରୋ):-ଢେଙ୍କାନାଳ ଜିଲ୍ଲା ୫୫ ନଂ ଜାତୀୟ ରାଜପଥ ନିମବାହାଳି ଛକ ନିକଟରେ ଛିଡ଼ା ହୋଇ ଥିବା ଏକ ଟ୍ରକ୍ ର ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଫଳରେ ବସ୍ ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଆହତ ହୋଇ ସ୍ଥାନୀୟ ମେଡିକାଲ ରେ ଭର୍ତି ।

Advertisement