Wednesday, August 5, 2026
ADVERTISEMENT
Home ଜାତୀୟ ଗୁଜରାଟରେ ଚାନ୍ଦିପୁରା ଭୂତାଣୁର ଆତଙ୍କ ।

ଗୁଜରାଟରେ ଚାନ୍ଦିପୁରା ଭୂତାଣୁର ଆତଙ୍କ ।

1
ADVERTISEMENT

ନୂଆଦିଲ୍ଲୀ,୫।୮(ଡ଼ି.ଏଚ ବ୍ୟୁରୋ):-ଗୁଜରାଟରେ ଚାନ୍ଦିପୁରା ଭୂତାଣୁର ଆତଙ୍କ । ବିଶେଷ କରି ୧୫ ବର୍ଷରୁ କମ୍ ବୟସର ପିଲାମାନଙ୍କ ଠାରେ ଦେଖାଯାଉଥିବା ଏହି ଭୁତାଣୁ ବିପଜ୍ଜନକ ସାଜିଛି। ବର୍ତ୍ତମାନ ସୁଦ୍ଧା ଏହି ଭୂତାଣୁ ଯୋଗୁଁଁ ୨୨ ଜଣ ପିଲାଙ୍କର ମୃତ୍ୟୁ ଘଟିଥିବାବେଳେ ୧୮୪ ସନ୍ଦିଗ୍ଧ ମାମଲା ରିପୋର୍ଟ ହୋଇଛି। ଏ ନେଇ ଜରାଟ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

Advertisement