ରାଉରକେଲା,୦୪।୦୮(ଡ଼ି.ଏଚ ବ୍ୟୁରୋ):-ରାଉରକେଲା ଭିଜିଲାନ୍ସ ବିଭାଗର ବଡ଼ଗାଁ ବ୍ଲକ ଅନ୍ତର୍ଗତ ଗରିଆମାଲ ଛକରେ ଚଢ଼ଉ ବେଳେ ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଟ୍ରାଫିକ୍ ଇନ୍ସପେକ୍ଟର ମୁକେଶ କୁମାର ମିଶ୍ର ଗିରଫ ।ସେ ଜଣେ ଟ୍ରକ ମାଲିକଙ୍କଠାରୁ ୨୦ ହଜାର ଟଙ୍କା ମାସିକିଆ ବଟି ଆଦାୟ କରୁ ଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରାଛି।



















