ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ପୁଲିସ ୨୦ଗ୍ରାମ୍ ଓଜନର ହେରୋଇନ୍ ଜବତ କରିଛି ।

2
ADVERTISEMENT

ରାଉରକେଲା,୦୩|୦୭(ଡ଼ି.ଏଚ ବ୍ୟୁରୋ):-ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ପୁଲିସ ରେଲୱେ କଲୋନି ଅଞ୍ଚଳରୁ ୨୦ ଗ୍ରାମ୍ ଓଜନର ହେରୋଇନ୍ ଜବତ ହେରୋଇନ ଜବତ କରି ଏଥିରେ ସମ୍ପୃକ୍ତ ଝାରସୁଗୁଡ଼ା ଶାନ୍ତିନଗର ବୁରୋମାଲ ଅଞ୍ଚଳର ଭାଗୀରଥି ମେହେରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏବଂ ଜବତ ହେରୋଇନ୍ ର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ସୂଚନା ।

Advertisement