Thursday, September 24, 2026
ADVERTISEMENT
Home ଆଞ୍ଚଳିକ ସାନଭାଇଙ୍କୁ ଟାଙ୍ଗିଆରେ ହାଣି ହତ୍ଯା କଲା ବଡ଼ଭାଇ।

ସାନଭାଇଙ୍କୁ ଟାଙ୍ଗିଆରେ ହାଣି ହତ୍ଯା କଲା ବଡ଼ଭାଇ।

10
ADVERTISEMENT

ସୁନ୍ଦରଗଡ,୨୪।୦୭ (ଡ଼ି.ଏଚ ବ୍ୟୁରୋ):-ସୁନ୍ଦରଗଡ ହେମଗିର ଥାନା ନୂଆଡିହିରେ ସାନଭାଇଙ୍କୁ ଟାଙ୍ଗିଆରେ ହାଣି ହତ୍ଯା କଲା ବଡ଼ଭାଇ। କୌଣସି କଥାକୁ ନେଇ ଦୁଇ ଭାଇଙ୍କ ମଧ୍ଯରେ ଝଗଡ଼ା ହୋଇଥିଲା। ଫଳରେ ବଡ଼ଭାଇ ତେଜଲାଲ ଉତ୍ତ୍ଯକ୍ତ ହୋଇ ଘରୁ ଟାଙ୍ଗିଆ ଆଣି ସାନଭାଇ କେଲାଲ ପଟେଲକୁ ହାଣି ଦେଇଥିଲା । ଏବଂ ଘଟଣାସ୍ଥଳରେ ହିଁ ସାନଭାଇର ମୃତ୍ୟୁ ଘଟିଥିଲା।

Advertisement