Wednesday, August 19, 2026
ADVERTISEMENT
Home ଜାତୀୟ ଆଜିଠାରୁ ସଂସଦର ମୌସୁମି ଅଧିବେଶନ ଆରମ୍ଭ ହେବାକୁ ଯାଉଛି।

ଆଜିଠାରୁ ସଂସଦର ମୌସୁମି ଅଧିବେଶନ ଆରମ୍ଭ ହେବାକୁ ଯାଉଛି।

7
ADVERTISEMENT

ନୂଆଦିଲ୍ଲୀ ୨୦।୦୭(ଡ଼ି.ଏଚ ବ୍ୟୁରୋ):- ଆଜିଠାରୁ ସଂସଦର ମୌସୁମି ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ କାଳରେ ସରକାର ୭ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରିବାକୁ ତାଲିକାଭୁକ୍ତ କରିଛନ୍ତି। ତାଲିକାଭୁକ୍ତ ବିଲ୍ ଗୁଡିକ ହେଲା ଆୟକର ସଂଶୋଧନ ବିଲ୍, ସୁପ୍ରିମକୋର୍ଟ ସଂଶୋଧନ ବିଲ, ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଲ୍, ଜାତୀୟ ସମ୍ମାନର ଅପମାନ ପ୍ରତିରୋଧ ବିଲ୍, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସ୍ଏମଇ) ବିକାଶ ବିଲ୍ ଓ ବୈଦେଶିକ ସହାୟତା (ନିୟନ୍ତ୍ରଣ) ସଂଶୋଧନ ବିଲ୍।

Advertisement