ପୁଣି ଲିକ୍ ହେଲା ପ୍ରଶ୍ନପତ୍ର।

2
ADVERTISEMENT

ନୂଆଦିଲ୍ଲୀ,୨୮|୦୬(ଡ଼ି.ଏଚ ବ୍ୟୁରୋ):-ପୁଣି ଲିକ୍ ହେଲା ପ୍ରଶ୍ନପତ୍ର। ମହାରାଷ୍ଟ୍ରରେ ଶିକ୍ଷକ ଯୋଗ୍ୟତା ପରୀକ୍ଷାହେବା ପୂର୍ବରୁ ପ୍ରଶ୍ନପତ୍ର ପ୍ରଶ୍ନପତ୍ର ଲିକ ଘଟଣା ସାମ୍ନାକୁ ଆସିଛି। । ଘଟଣା ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ର ରାଜ୍ୟ ପରୀକ୍ଷା ପରିଷଦ (MSEC) ପରୀକ୍ଷାକୁ ସ୍ଥଗିତ ରଖି ନୂତନ ତାରିଖ ଘୋଷଣା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

Advertisement