ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପର ଝଟକା,୧୬୪ଜଣକର ମୃତଦେହ ଉଦ୍ଧାର।

1
ADVERTISEMENT

ନୂଆଦିଲ୍ଲୀ,୨୬।୦୬(ଡ଼ି.ଏଚ ବ୍ୟୁରୋ):-ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଭେନେଜୁଏଲାରେ ଗତକାଲି ଦୁଇଟି ଶକ୍ତିଶାଳୀ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ଓ ୭.୫ ଥିବାବେଳେ ଭୂମିକମ୍ପ ପ୍ରଭାବରେ ୧୬୪ଜଣ କର ମୃତଦେହ ଉଦ୍ଧାର ହୋଇ ଥିବାବେଳେ ୯୭୧ଜଣ ଆହତ ହୋଇଛନ୍ତି। ଏବଂ ଭାଙ୍ଗିଯାଇଥିବା କୋଠାବାଡି ମଧ୍ୟରେ ଅନେକ ଲୋକ ଚାପି ହୋଇ ରହିଥିବାବେଳେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି।

Advertisement