Friday, September 25, 2026
ADVERTISEMENT
Home ଜାତୀୟ ପଞ୍ଜାବ ପୌର ନିର୍ବାଚନରେ ଶାସକ ଆମ୍ ଆଦମୀ ପାର୍ଟି (ଆପ୍) ବିପୁଳ ବିଜୟ ହାସଲ କରିଛି।

ପଞ୍ଜାବ ପୌର ନିର୍ବାଚନରେ ଶାସକ ଆମ୍ ଆଦମୀ ପାର୍ଟି (ଆପ୍) ବିପୁଳ ବିଜୟ ହାସଲ କରିଛି।

19
ADVERTISEMENT

ନୂଆଦିଲ୍ଲୀ,୩୦।୦୫(ଡ଼ି.ଏଚ ବ୍ୟୁରୋ):-ପଞ୍ଜାବ ପୌର ନିର୍ବାଚନରେ ଶାସକ ଆମ୍ ଆଦମୀ ପାର୍ଟି (ଆପ୍) ବିପୁଳ ବିଜୟ ହାସଲ କରିଛି। ରାଜ୍ୟ ନିର୍ବାଚନ ଆୟୋଗଙ୍କ ରିପୋର୍ଟ ଅନୁଯାୟୀ ୮ଟି ପୌର ନିଗମ, ୭୫ଟି ମ୍ୟୁନିିସିପାଲିଟି ଓ ୨୦ଟି ଏନଏସିର ମୋଟ ୧,୯୭୭ଟି ୱାର୍ଡରେ ଭୋଟ ଗ୍ରହଣ ହୋଇଥିଲା। ଏଥିରୁ ୯୫୪ଟି ୱାର୍ଡରେ ଆପ୍ ବିଜୟୀ ହୋଇଥିବାବେଳେ କଂଗ୍ରେସ ୩୯୦, ଶିରୋମଣି ଅକାଳୀ ଦଳ (ଏସ୍ଏଡି) ୧୯୧, ବିଜେପି ୧୭୦, ବିଏସ୍ପି ୭ଟି ଓ ସ୍ବାଧୀନ ପ୍ରାର୍ଥୀ ୨୫୦ଟି ୱାର୍ଡରେ ବିଜୟୀ ହୋଇଛନ୍ତି।

Advertisement