Thursday, August 6, 2026
ADVERTISEMENT
Home ଜାତୀୟ କେରଳମରେ କଂଗ୍ରେସର କମବ୍ୟାକ୍ l

କେରଳମରେ କଂଗ୍ରେସର କମବ୍ୟାକ୍ l

19
ADVERTISEMENT

ନୂଆଦିଲ୍ଲୀ,୦୫/୦୫(ଡ଼ି.ଏଚ ବ୍ୟୁରୋ):-କେରଳମରେ କଂଗ୍ରେସର କମବ୍ୟାକ୍, ଦଶବର୍ଷ ପରେ ପୁଣି ଫେରିଲା କଂଗ୍ରେସ l ଫଳରେ ଜନମତ ଅନୁଯାୟୀ କେରଳରେ ୧୦ ବର୍ଷ ଧରି ଶାସନ କରିଆସୁଥିବା ବାମଦଳ ସବୁଠୁ ଅଧିକ କ୍ଷତି ସହିଥିବା ଦେଖିବାକୁ ମିଳିଛି। ଦିନେ ଭାରତୀୟ ରାଜନୀତିରେ ପ୍ରମୁଖ ଦଳ ଭାବେ ପରିଗଣିତ ହେଉଥିବା ବାମପନ୍ଥୀ ଦଳ ଆଜି ସଙ୍କଟଜନକ ସ୍ଥିତିରେ ପହଁଚିଯାଇଛି।

Advertisement