Wednesday, August 19, 2026
ADVERTISEMENT
Home ଖେଳ ଆଇପିଏଲ୍ ର ଦ୍ବିତୀୟ ମ୍ୟାଚ୍ ମୁମ୍ବଇ ଇଣ୍ଡିଆନ୍ସ -ଓ କଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ହେବ...

ଆଇପିଏଲ୍ ର ଦ୍ବିତୀୟ ମ୍ୟାଚ୍ ମୁମ୍ବଇ ଇଣ୍ଡିଆନ୍ସ -ଓ କଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ହେବ l

27
ADVERTISEMENT

ନୂଆଦିଲ୍ଲୀ,୨୯।୦୩(ଡ଼ି.ଏଚ ବ୍ୟୁରୋ):- ଆଜି ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ ରେ ଆଇପିଏଲ୍ର ଦ୍ବିତୀୟ ମ୍ୟାଚ୍ ମୁମ୍ବଇ ଇଣ୍ଡିଆନ୍ସ -ଓ କଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ହେବ l ଆଇପିଏଲ୍ ଇତିହାସରେ ଯୁଗ୍ମ ସଫଳତମ ଦଳ ମୁମ୍ବଇ ଇଣ୍ଡିଆନ୍ସ ୨୦୧୩ରୁ ୨୦୨୨ ମଧ୍ୟରେ ପାଞ୍ଚ ଥର ଟ୍ରଫି ଜିତିଥିଲା। କିନ୍ତୁ ମୁମ୍ବଇ ଇଣ୍ଡିଆନ୍ସ ଗତବର୍ଷ ପ୍ଲେଅଫ୍େର ପହଞ୍ଚି ପଞ୍ଜାବ କିଙ୍ଗ୍ସଠାରୁ ପରାସ୍ତ ହୋଇଥିଲା। ଫଳରେ ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଚାହିଁବେ।

Advertisement