ଖେଳ ଚଳିତ ଆଇପିଏଲର ୧୫ତମ ଲିଗ୍ ମ୍ୟାଚରେ କେକେଆରକୁ ହରାଇଲା ଲକ୍ଷ୍ନୌ । By Dunia Halchal - April 10, 2026 10 Share FacebookTwitterPinterestWhatsApp ADVERTISEMENT ନୂଆଦିଲ୍ଲୀ,୧୦।୪(ଡ଼ି.ଏଚ ବ୍ୟୁରୋ):-ଚଳିତ ଆଇପିଏଲର ୧୫ତମ ଲିଗ୍ ମ୍ୟାଚରେ କେକେଆରକୁ ହରାଇଲା ଲକ୍ଷ୍ନୌ । କେକେଆର୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ଓ୍ବିକେଟ ହରାଇ ୧୮୧ ରନ୍ କରିଥିବାବେଳେ ଲକ୍ଷ୍ନୌ ୧୮୧ରନର ପିଛା କରି ନିର୍ଦ୍ଧାରିତ ୨୦ଓଭରରେ ୭ ଓ୍ବିକେଟ ହରାଇ ୧୮୨ରନ୍ ହାସଲ କରିଛି । Advertisement