ଚେନ୍ନାଇ ସୁପର କିଙ୍ଗ ସହ ଗୁଜୁରାଟ ଟାଇଟନ୍ସ ର ମୁହାଁମୁହିୀଁ ।

2
ADVERTISEMENT

ନୂଆଦିଲ୍ଲୀ,୨୬/୦୪(ଡ଼ି.ଏଚ ବ୍ୟୁରୋ):-ଆଜି ଆଇପିଏଲର ୩୭ତମ ଲିଗ୍ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ ସହ ଗୁଜୁରାଟ ଟାଇଟନ୍ସ ର ମୁହାଁମୁହିୀଁ । ପୂର୍ବରୁ ଚେନ୍ନାଇ ମୁମ୍ବାଇକୁ ହରାଇ ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ଗୁଜରାଟ ଡିଫେଣ୍ଡିଂ ଚାମ୍ପିଅନ ବେଙ୍ଗାଲୁରୁ ଠାରୁ ପରାଜିତ ହୋଇ ସପ୍ତମ ସ୍ଥାନକୁ ଖସିଛି । ଉଭୟ ଦଳ ପାଇଁ ବର୍ତ୍ତମାନ ବିଜୟ ଜରୁରି ହୋଇ ପଡ଼ିଥିବାରୁ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

Advertisement