Thursday, August 20, 2026
ADVERTISEMENT
Home ଖେଳ ପୁରୁଷ ହକି ବିଶ୍ବକପ୍ ରେ ଭାରତ ପାକିସ୍ତାନକୁ ପରାସ୍ତ କରି ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଛି।

ପୁରୁଷ ହକି ବିଶ୍ବକପ୍ ରେ ଭାରତ ପାକିସ୍ତାନକୁ ପରାସ୍ତ କରି ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଛି।

2
ADVERTISEMENT

ନୂଆଦିଲ୍ଲୀ,୨୦।୦୮(ଡ଼ି.ଏଚ ବ୍ୟୁରୋ):-ପୁରୁଷ ହକି ବିଶ୍ବକପ୍ ରେ ଭାରତ ୫-୩ ଗୋଲରେ ପାକିସ୍ତାନକୁ ପରାସ୍ତ କରିଦ୍ବିତୀୟ ରାଉଣ୍ଡରେ ପହଞ୍ଚିଛି। ଭାରତ ୩ଟି ମ୍ୟାଚରୁ ଦୁଇଟି ବିଜୟ ଓ ଗୋଟିଏ ପରାଜୟ ସହ ୬ ପଏଣ୍ଟ ପାଇ ଗ୍ରୁପର ୨ୟ ସ୍ଥାନରେ ରହି ଥିବାବେଳେ ପାକିସ୍ତାନ ୩ଟି ମ୍ୟାଚ୍ରୁ ମାତ୍ର ୩ ପଏଣ୍ଟ ପାଇ ବିଶ୍ବକପ୍ରୁ ବିଦାୟ ନେଇଛି।

Advertisement