ନ୍ୟୁଜିଲାଣ୍ଡ ଟିମ୍ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟ୍ ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି।

9
ADVERTISEMENT

ନୂଆଦିଲ୍ଲୀ,୦୫ /୦୩(ଡ଼ି.ଏଚ ବ୍ୟୁରୋ):-ଟି୨୦ ବିଶ୍ବକପ୍-୨୦୨୬ର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଟିମ୍ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟ୍ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି।ଏବଂ ଆସନ୍ତା ୮ ତାରିଖ ଦିନ ଅହମଦାବାଦରେ ଫାଇନାଲ ମ୍ୟାଚ୍ ଖେଳିବ। ଏହା ପୂର୍ବରୁ ଆଜି ୫ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍ ଖେଳାଯିବ। ଦ୍ବିତୀୟ ସେମିଫାଇନାଲର ବିଜେତା ନ୍ୟୁଜିଲାଣ୍ଡକୁ ମୁକାବିଲା କରିବ।

Advertisement