ଭାରତ ୱେଷ୍ଟଇଣ୍ଡିଜ୍କୁ ୫ ଓ୍ବିକେଟରେ ପରlସ୍ତ କରି ସେମି ଫାଇନାଲରେ ପହଂଚିଲା l

3
ADVERTISEMENT

ନୂଆଦିଲ୍ଲୀ,୦୨/୩(ଡ଼ି.ଏଚ ବ୍ୟୁରୋ):-ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍ର ସୁପର-୮ ମ୍ୟାଚରେ ଭାରତ ୱେଷ୍ଟଇଣ୍ଡିଜ୍କୁ ୫ ଓ୍ବିକେଟରେ ପରlସ୍ତ କରି ସେମି ଫାଇନାଲରେ ପହଂଚିଲା l ପୂର୍ବରୁ ତିନିଟି ଦଳ ସେମିଫାଇନାଲିଷ୍ଟ ନିଶ୍ଚିତ ହୋଇ ସାରିଥିବା ବେଲେ ଶେଷରେ ଭାରତ ୪ର୍ଥ ସେମିଫାଇନାଲିଷ୍ଟ ଦଳ ଭାବେ ସ୍ଥାନ ପାଇଛି।ଏବଂ ଆଗାମୀ ୫ତାରିଖରେ ଭାରତ ଇଂଲଣ୍ଡ ବିପକ୍ଷରେ ସେମି ଫାଇନାଲ ମ୍ୟାଚ ଖେଳିବାକୁ ଧାର୍ଯ୍ୟ କରାଯାଇଛି।

Advertisement