ନୂଆଦିଲ୍ଲୀ,୦୩/୩(ଡ଼ି.ଏଚ ବ୍ୟୁରୋ):-ଉତ୍ତର ପ୍ରଦେଶର ହାଥରସ୍ ଜିଲ୍ଲା ସଦାବାଦ ଥାନା ଅଞ୍ଚଳର ଯମୁନା ଏକ୍ସପ୍ରେସୱେରେ ଏକ ଡବଲ-ଡେକର ବସ୍ ର ପଛପଟୁ ଧକ୍କା ଦେଲା ଇକୋ କାର ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏବଂ ୯ ଜଣ ଆହତ ହୋଇସ୍ଥାନୀୟ ମେଡିକାଲ ରେ ଭର୍ତି । ଏବଂ ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।





















