ଗଂଜାମ,୨୭/୨(ଡ଼ି.ଏଚ ବ୍ୟୁରୋ):- ଓଡ଼ିଶାର ୨୩ଟି ଜିଲ୍ଲାରେ ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ୬୦ ହଜାର ୪୨୬ଏକର ପରିମିତ ଭୂସମ୍ପତ୍ତି ଚିହ୍ନଟ ହୋଇଛି । ଏଥିରୁ ୨୨ହଜାର ୩୬୫ ଏକର ଜମିର ସଂଶୋଧିତ ସତ୍ତ୍ବଲିପି ଶ୍ରୀମନ୍ଦିର ପ୍ରଶାସନର ହାତକୁ ଆସିପାରୁ ନାହିଁ । ସେଥି ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ରହିଛି ୮ଶହ ଏକର ୭୦୧ ଡିସିମିଲ୍ ଜମି ଯାହା ଜବରଦଖଲକାରୀଙ୍କ କବଜାରେ ।



















