ଅଷ୍ଟ୍ରେଲିଆରେ ମାର୍ଚ୍ଚ ୧ରୁ ୨୧ ପର୍ଯ୍ୟନ୍ତ ଏଏଫ୍ସି ମହିଳା ଏସିଆନ କପ ଫୁଟବଲ ମ୍ୟାଚ l

18
ADVERTISEMENT

ନୂଆଦିଲ୍ଲୀ,୦୧/୩(ଡ଼ି.ଏଚ ବ୍ୟୁରୋ):- ଅଷ୍ଟ୍ରେଲିଆରେ ମାର୍ଚ୍ଚ ୧ରୁ ୨୧ ପର୍ଯ୍ୟନ୍ତ ଏଏଫ୍ସି ମହିଳା ଏସିଆନ କପ ଫୁଟବଲ ୨୧ତମ ସଂସ୍କରଣ ଖେଳାଯିବ। ଆଜି ଉଦ୍ଘାଟନୀ ମ୍ୟାଚରେ ପର୍ଥରେ ଆୟୋଜକ ଅଷ୍ଟ୍ରେଲିଆ – ଫିଲିପାଇନ୍ସକୁ ଭେଟିବ। ୧୨ଟି ଦଳଙ୍କୁ ୩ଟି ଗ୍ରୁପରେ ବିଭକ୍ତ କରାଯାଇଛି। ଗ୍ରୁପ-ଏ ରେ ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ, ଇରାନ ଓ ଫିଲିପାଇନ୍ସ ରହିଥିବାବେଳେ ଗ୍ରୁପ-ବି ରେ ଉତ୍ତରକୋରିଆ, ଚୀନ, ବାଂଲାଦେଶ, ଉଜବେକିସ୍ତାନ, ଗ୍ରୁପ-ସି ରେ ଜାପାନ, ଭିଏତନାମ, ଭାରତ ଓ ଚାଇନିଜ ତାଇପେ ସ୍ଥାନ ପାଇଛନ୍ତି।

Advertisement