ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ।

11
ADVERTISEMENT

ଭୁବନେଶ୍ୱର,୨୬।୦୨(ଡ଼ି.ଏଚ ବ୍ୟୁରୋ):- ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ମାର୍ଚ୍ଚ ୫ ଯାଏଁ ନାମାଙ୍କନ ଦାଖଲ ପ୍ରକ୍ରିୟା, ୬ ରେ ଯାଞ୍ଚ । ମାର୍ଚ୍ଚ ୯ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ, ୧୬ରେ ନିର୍ବାଚନ । ଓଡ଼ିଶା ସମେତ ୧୦ଟି ରାଜ୍ୟର ୩୭ ଆସନ ପାଇଁ ହେବ ନିର୍ବାଚନ । ଓଡ଼ିଶାରୁ ୪ ଆସନ ପାଇଁ ହେବ ନିର୍ବାଚନ ।

Advertisement