ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ତାଲମୁଣ୍ଡାରେ ସଶସ୍ତ୍ର ଡକାୟତି।

12
ADVERTISEMENT

ଝାରସୁଗୁଡ଼ା,୦୩/୩(ଡ଼ି.ଏଚ ବ୍ୟୁରୋ):- ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ତାଲମୁଣ୍ଡାରେ ସଶସ୍ତ୍ର ଡକାୟତି। କିଛି ଦୁର୍ବୃତ୍ତ ସ୍ୱାମୀ ଓ ସ୍ତ୍ରୀଙ୍କ ହାତଗୋଡ଼ ବାନ୍ଧି ଖଣ୍ଡlରେ ଆକ୍ରମଣ କରିବା ସହ ଲୁଟିନେଲେ ୧୫ ଭରି ସୁନା ଅଳଙ୍କାର ଓ ପ୍ରାୟ ୭ ଲକ୍ଷ ଟଙ୍କା। ଏବଂ ସ୍ୱାମୀ ଓ ସ୍ତ୍ରୀ ଆହତ ହୋଇ ମେଡିକାଲ ରେ ଚିକିତ୍ସିତ ଥିବାବେଳେ ଘଟଣା ସ୍ଥଳରେ ଲଇକେରା ଥାନା ଅଧିକାରୀଙ୍କ ସମେତ ସାଇଣ୍ଟଫିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଛନ୍ତି।

Advertisement