Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଗାଁରେ ସମୁଦ୍ର ମାଡ଼ି ଆସୁଥିବା ନେଇ ଭୟର ବାତାବରଣ ସୃଷ୍ଟି...

ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଗାଁରେ ସମୁଦ୍ର ମାଡ଼ି ଆସୁଥିବା ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି ।

11
ADVERTISEMENT

ଛତ୍ରପୁର,୦୪।୦୮(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ଅଂଚଳ ପୁରୁଣାପୋଡ଼ମପେଟା ସମୁଦ୍ର ମାଡ଼ରେ ଧ୍ବଂସ ହୋଇସାରିଥିବା ବେଳେ ଏବେ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ବଡ଼ଆର୍ଯ୍ୟପଲ୍ଲୀ, ସାନଆର୍ଯ୍ୟପଲ୍ଲୀ ଓ କେ.ଆର୍ଯ୍ୟପଲ୍ଲୀଗାଁ ସମୁଦ୍ର ଠାରୁ ପ୍ରାୟ ୫୦ ମିଟର ଦୂରରେ ରହିଛି। କେଉଁ ସମୟରେ ସମୁଦ୍ର ମାଡ଼ି ଆସିବ ଏହାକୁ ନେଇ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Advertisement