Monday, September 21, 2026
ADVERTISEMENT
Home ଆଞ୍ଚଳିକ ଗଞ୍ଜାମ ସାଇବର ପୋଲିସ ଅନଲାଇନ୍ ବେଟିଂ ଆପ୍ ରାକେଟ୍ ର ପର୍ଦ୍ଦାଫାସ୍ କରି ୩...

ଗଞ୍ଜାମ ସାଇବର ପୋଲିସ ଅନଲାଇନ୍ ବେଟିଂ ଆପ୍ ରାକେଟ୍ ର ପର୍ଦ୍ଦାଫାସ୍ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି l

3
ADVERTISEMENT

ବ୍ରହ୍ମପୁର,୨୧/୦୯(ଡ଼ି.ଏଚ ବ୍ୟୁରୋ):- ଗଞ୍ଜାମ ସାଇବର ପୋଲିସ ରମ୍ଭା ଥାନା ଅନ୍ତର୍ଗତ ଗଜପତିନଗରରେ ଚାଲିଥିବା ଅନଲାଇନ୍ ବେଟିଂ ଆପ୍ ରାକେଟ୍ର ର ପର୍ଦ୍ଦାଫାସ୍ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି l ଏବଂ ସେମାନଙ୍କ ଠାରୁ ୭୮ଟି ଏଟିଏମ୍ କାର୍ଡ ଓ ବ୍ୟାଙ୍କ ସମ୍ପର୍କିତ ଦଲିଲ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡର ଶତ୍ରୁଘ୍ନ କୁମାର ପାଣ୍ଡେ ଏବଂ ଛତିଶଗଡ଼ର ଧର୍ମଦାସ ମାଣିକପୁରୀ ଓ ଜଗଦୀଶ ସେଠୀ ।

Advertisement