Monday, September 21, 2026
ADVERTISEMENT
Home ଆଞ୍ଚଳିକ ଚୌଦ୍ଵାର୍ ସର୍କଲ୍ ଜେଲର ଅଧୀକ୍ଷକ ସୁଜିତ ରାଉଳ ଗିରଫ ହୋଇଛନ୍ତି।

ଚୌଦ୍ଵାର୍ ସର୍କଲ୍ ଜେଲର ଅଧୀକ୍ଷକ ସୁଜିତ ରାଉଳ ଗିରଫ ହୋଇଛନ୍ତି।

2
ADVERTISEMENT

କଟକ,୨୧/୦୯(ଡ଼ି.ଏଚ ବ୍ୟୁରୋ):- ଚୌଦ୍ଵାର୍ ସର୍କଲ୍ ଜେଲର ଅଧୀକ୍ଷକ ସୁଜିତ ରାଉଳ ଚୌଦ୍ଵାର ଥାନା ପୋଲିସ ପକ୍ଷରୁ ଗିରଫ ହୋଇଛନ୍ତି। ମଣ୍ଡଳ କାରାଗାରର ଗୁରୁତ୍ଵପୂର୍ଣ ମିନିଟ୍ ବୁକ୍ସରେ ଚଞ୍ଚକତା କରିବା ନେଇ ତାଙ୍କ ନାଁରେ ଚୌଦ୍ଵାର ଥାନାରେ ମାମଲା ରୁଜୁ ହୋଇଥିଲା । ଚୌଦ୍ଵାର ଥାନା ପୋଲିସ ତାଙ୍କୁ ଭୁବନେଶ୍ୱର ସହିଦନଗର ବାସଭବନରୁ ଗିରଫ କରିଛି।

Advertisement