ADVERTISEMENT
Home ଆଞ୍ଚଳିକ ଶ୍ରୀଲିଙ୍ଗରାଜ ମନ୍ଦିରରେ ଗମ୍ଭୀର ନୀତି ବିଭ୍ରାଟ ଦେଖାଦେଇଛି।

ଶ୍ରୀଲିଙ୍ଗରାଜ ମନ୍ଦିରରେ ଗମ୍ଭୀର ନୀତି ବିଭ୍ରାଟ ଦେଖାଦେଇଛି।

2
xr:d:DAFaYcVGAyw:9,j:3798803045,t:23021615
ADVERTISEMENT

ଭୁବନେଶ୍ୱର,୦୩।୦୮(ଡ଼ି.ଏଚ ବ୍ୟୁରୋ):-ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାରରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଗମ୍ଭୀର ନୀତି ବିଭ୍ରାଟ ଦେଖାଦେଇଛି। ଶ୍ରାବଣ ପାଉଣା ବଣ୍ଟନକୁ ନେଇ ବ୍ରାହ୍ମଣ ଓ ବଡୁ ସେବାୟତଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବାରୁ ରବିବାର ସନ୍ଧ୍ୟାରୁ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହିଛି। ଫଳରେ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ଓ କାଉଡ଼ିଆମାନେ ବିନା ପୂଜାରେ କେବଳ ଜଳ ଲାଗି କରି ଫେରୁଛନ୍ତି।

Advertisement