ପଟ୍ଟାମୁଣ୍ଡାଇ,୦୩।୦୮(ଡ଼ି.ଏଚ ବ୍ୟୁରୋ):-କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ପଞ୍ଚାୟତ ଦାମୋଦର ପାଟଣା ଅଞ୍ଚଳରେ କୁମ୍ଭୀର ଆତଙ୍କ। ଜଣେ ମହିଳା ନଦୀ କୂଳକୁ ଶୌଚ ହେବାକୁ ଯାଇଥିବା ବେଳେ କୁମ୍ଭୀର ମହିଳାଙ୍କୁ ପାଣି ଭିତରକୁ ଟାଣି ନେଇଥିବା ସନ୍ଦେହ କରାଯାଉଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀରେ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି। ଏବଂ ମହିଳାଙ୍କ ନାମ ହେଉଛି ସୁଚିତ୍ରା ଦାସ l















