ADVERTISEMENT
Home ଆଞ୍ଚଳିକ ବରିଷ୍ଠ ଆଇଏଫଏସ (IFS) ଅଧିକାରୀ ସଂଗ୍ରାମ କେଶରୀ ବେହେରା ନିଲମ୍ବନ ।

ବରିଷ୍ଠ ଆଇଏଫଏସ (IFS) ଅଧିକାରୀ ସଂଗ୍ରାମ କେଶରୀ ବେହେରା ନିଲମ୍ବନ ।

1
ADVERTISEMENT

ଭୁବନେଶ୍ୱର,୦୨।୦୮(ଡ଼ି.ଏଚ ବ୍ୟୁରୋ):-ବହୁ ଚର୍ଚ୍ଚିତ ଏସିଏଫ୍ (ACF) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ଆଇଏଫଏସ (IFS) ଅଧିକାରୀ ସଂଗ୍ରାମ କେଶରୀ ବେହେରାଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପାରଳାଖେମୁଣ୍ଡିରେ ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତତ୍କାଳୀନ DFO ସଂଗ୍ରାମ ବେହେରାଙ୍କ ସଂପୃକ୍ତି ନେଇ ଅଭିଯୋଗ ଆଣିଥିଲେ ପରିବାର ଲୋକେ।

Advertisement