Saturday, August 1, 2026
ADVERTISEMENT
Home ଆଞ୍ଚଳିକ ଆସିକା:ଲାଇସେନ୍ସପ୍ରାପ୍ତ ବାଣ ଦୋକାନରେ ପୁଲିସର ଚଢ଼ଉ l

ଆସିକା:ଲାଇସେନ୍ସପ୍ରାପ୍ତ ବାଣ ଦୋକାନରେ ପୁଲିସର ଚଢ଼ଉ l

2
ADVERTISEMENT

ଆସିକା,୦୧।୦୮(ଡ଼ି.ଏଚ ବ୍ୟୁରୋ):-ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଚେରମାରିଆସ୍ଥିତ ଦୁଇଟି ଲାଇସେନ୍ସପ୍ରାପ୍ତ ବାଣ ଦୋକାନରେ ପୁଲିସ ଚଢ଼ଉ କରି ବିପୁଳ ପରିମାଣର ବାଣ ଜବତ କରିବା ସହିତ ଦୁଇଟି ମାମଲା ରୁଜୁ କରିଛି। ଉକ୍ତ ଦୋକାନରେ କେବଳ ସବୁଜ ବାଣ ବିକ୍ରି ପାଇଁ ଅନୁମତି ଥିବାବେଳେ ସେଠାରେ ବେଆଇନ ଭାବେ ବାରୁଦରୁ ପ୍ରସ୍ତୁତ ହେଉଥିବା ବାଣଦେଖିବାକୁ ମିଳିଥିଲା l

Advertisement